କଲାହାଣିଁଆର୍ ଡିଂଗ୍
ହଲ୍ ଢିଲା କେ ଲାଟେକ୍ ବେଲ୍ ଆରୁ
ମୁଡେ ଲଗେଇ ରାଏସ୍ ତେଲ୍ଦଦା ନାତି ଗଲେ ବୁଲି
ଠିକ୍ ବେଲ୍ କେ ନାତିଆ ପଚ୍ ରା କଲାହାଣିଁ କା'ଣା ବଲି
ରେ ଢିଲ୍ ଲା ଦଦା ରେ କଛା(2)
ସୁନୁଥା ଧଁଙ୍ଗ୍-ରା ଖହୁଛେ ତତେ ରେ
ଆମର୍ ମାଟିର୍ ଗାଥା । ....(1)
ବର୍ହା ହେର୍ନା ସମର୍ ଚିଥଲ୍
ବର୍-କଷ୍ ନୁ ପାତଲ୍ ବିଛଲ୍
ମଡିଆ ପେଜ୍ କେ ସୁଖୁଆ
ସରଷୋ ତେଲେ ଘାଁଟି ଦେଇ ଥିଲେ ଲାଗୁଥିସି କେତେ ବଣିହାଁ
ରେ ସେ ମାଟିର୍ ମୁଇଁ ଛୁଆ(2)
ମାଣିଁକେଶରି ଆମ୍ ମାଁ ହେଲେ ଗା
ବୁଢାରଜା ଯାର୍ ବୁଆ। .....(2)
ଝଲର୍ ମଲର୍ ଲସର୍ ପସର୍
ଛଲ୍ ଛଲୁ ଥିସି ବରଷ୍ ଜାଁକର୍
ଇ' ଇନ୍ଦ୍ରାବତିର୍ ପାନି
ବୁକୁ ଭେଦି କରି ବହିଯାଏସି ଦେଖେଇ ଠାନି ମାନି
ଦେଖ୍ ଧରିଛେ ଧରନି ମାଁ (2)
ଭୂକେ ନାଇଁ ମରେ କଲାହାଣିଁଆ ରେ
(ମାଁ)ଭଣାର୍ ଘରେନ୍ ସାହା । ....(3)।
ଖେତ୍ କେ ଖଲା ରେ ବନ୍ କେ ମଲି
ଶଶୁର୍ ଘର୍ କେ ସୁନ୍ଦୁରି ଶାଲି
ନାଇଁ ଥିଲେ କାଏଁ ମଜା
କୁସୁନା ରସ୍ କେ ବତର୍ ସିନା ଟୁଇଁ ଟିର୍ଚା ଭଜା
ଇଟା ଯାନୀ ଝାଁକରର୍ ଦେଶ୍(2)
ଗହଁଟିଆ ବୁଡା ମେଛ୍ ମୁଡି ଦେଲେ
(ସବୁ) କେଶ୍ ମକଦ୍ଦମା ଶେଷ୍ । .... (5)
ଝରନ୍ ପାଏନ୍ କେ ଜଂଗ୍-ଲି କନ୍ଦା
ଭାବ୍ ବିଶାସେ ଜିବନ୍ ବଁନ୍ଧା
କାର୍ ବୁଆର୍ କାଏଁ ହଲିଆ
ଦମ୍ ଥିଲା ତକ୍ ଖଟୁ ଥିମୁ ରେ , ଖେତ୍ ନାଇଁ ଯାଏ ପରିହା ।
ଦିନେ ଖଣାଁ-ଅସ୍ ତିରା ସାଜି(2)
ବେଁନ୍ଦ୍ରା ମନ୍ କେ ଗାଁଣ୍ ଫଟାଲା
ଆମର୍ ରେଁଣ୍ଡୋ ମାଝୀ ।....(7)
କହେଲେ କଥାରେ ଗାଏଲେ ଗୀତ୍
ଯେତ୍ କି ଖରା କେ ସେତ୍ କି ଶିତ୍
କେନ୍ ଥି ପାଏବୁ ତୁଇ
ଘୁମୁରା ବଜା ଘୁମୁକି ଗଲେ ତଘଲି ଯାଇସି ଦିହିଁ ।
ରେ ଫୁଶ୍ ପୁନି , ନୂଆଁ ଖାଈ (2)
ଉତକି ଉଛ୍ ଲି ନାଚ୍ ସି ବାଦଲ୍
ଭଟା ତି ଫୁଟାସି କଇଁ ।....(4)
ଆଲ୍ ଖାଏଁ କି ପାଲ୍ କେ ଖାଏଁ
ଟୁଇଁ ର୍ ମଉଁଷ୍ କେ ଛିଡେଇ ଖାଏଁ
କେଁ କାଁଙ୍ଗାଲ୍ ମୁନୁଷ୍ କଲୁ
ଖାଏଲେ କୁଟି ପିଁନ୍ଧଲେ ଧୂତି ,ଆଲ୍-ଟି ଦେମୁଁ ଭାଲୁ ।
ରେ ଫଗୁନ୍ ପୁନିର୍ ଜଁନ୍ (2)
ଫୁଲ୍ କେ ଭଁମର୍ ଜନ୍ କେ କଈଁ
ରେ ଧାଁଙ୍ଗରା ଧାଙ୍ଗିରି ସଂଗ୍ ।....(6)
ଗଡ୍ ର୍ ଗଡ୍ ଅସୁର୍ ଗଡ୍
ଡଁଗଂର୍ ପର୍ବତ୍ ବଡ୍ ନୁ ବଡ୍
ମୁଡି ଲମେଇଛେ ଠାଟି
ସୁନାର୍ ପଥର୍ ପାଇବୁ ତୁଇ ନିୟମ୍ ଗିରିର୍ ଘାଟି।
ମାଣିଁକେଶରି ଆମ୍ ମାଁ ହେଲେ ଗା
ବୁଢାରଜା ଯାର୍ ବୁଆ। .....(2)
ଝଲର୍ ମଲର୍ ଲସର୍ ପସର୍
ଛଲ୍ ଛଲୁ ଥିସି ବରଷ୍ ଜାଁକର୍
ଇ' ଇନ୍ଦ୍ରାବତିର୍ ପାନି
ବୁକୁ ଭେଦି କରି ବହିଯାଏସି ଦେଖେଇ ଠାନି ମାନି
ଦେଖ୍ ଧରିଛେ ଧରନି ମାଁ (2)
ଭୂକେ ନାଇଁ ମରେ କଲାହାଣିଁଆ ରେ
(ମାଁ)ଭଣାର୍ ଘରେନ୍ ସାହା । ....(3)।
ଖେତ୍ କେ ଖଲା ରେ ବନ୍ କେ ମଲି
ଶଶୁର୍ ଘର୍ କେ ସୁନ୍ଦୁରି ଶାଲି
ନାଇଁ ଥିଲେ କାଏଁ ମଜା
କୁସୁନା ରସ୍ କେ ବତର୍ ସିନା ଟୁଇଁ ଟିର୍ଚା ଭଜା
ଇଟା ଯାନୀ ଝାଁକରର୍ ଦେଶ୍(2)
ଗହଁଟିଆ ବୁଡା ମେଛ୍ ମୁଡି ଦେଲେ
(ସବୁ) କେଶ୍ ମକଦ୍ଦମା ଶେଷ୍ । .... (5)
ଝରନ୍ ପାଏନ୍ କେ ଜଂଗ୍-ଲି କନ୍ଦା
ଭାବ୍ ବିଶାସେ ଜିବନ୍ ବଁନ୍ଧା
କାର୍ ବୁଆର୍ କାଏଁ ହଲିଆ
ଦମ୍ ଥିଲା ତକ୍ ଖଟୁ ଥିମୁ ରେ , ଖେତ୍ ନାଇଁ ଯାଏ ପରିହା ।
ଦିନେ ଖଣାଁ-ଅସ୍ ତିରା ସାଜି(2)
ବେଁନ୍ଦ୍ରା ମନ୍ କେ ଗାଁଣ୍ ଫଟାଲା
ଆମର୍ ରେଁଣ୍ଡୋ ମାଝୀ ।....(7)
କହେଲେ କଥାରେ ଗାଏଲେ ଗୀତ୍
ଯେତ୍ କି ଖରା କେ ସେତ୍ କି ଶିତ୍
କେନ୍ ଥି ପାଏବୁ ତୁଇ
ଘୁମୁରା ବଜା ଘୁମୁକି ଗଲେ ତଘଲି ଯାଇସି ଦିହିଁ ।
ରେ ଫୁଶ୍ ପୁନି , ନୂଆଁ ଖାଈ (2)
ଉତକି ଉଛ୍ ଲି ନାଚ୍ ସି ବାଦଲ୍
ଭଟା ତି ଫୁଟାସି କଇଁ ।....(4)
ଆଲ୍ ଖାଏଁ କି ପାଲ୍ କେ ଖାଏଁ
ଟୁଇଁ ର୍ ମଉଁଷ୍ କେ ଛିଡେଇ ଖାଏଁ
କେଁ କାଁଙ୍ଗାଲ୍ ମୁନୁଷ୍ କଲୁ
ଖାଏଲେ କୁଟି ପିଁନ୍ଧଲେ ଧୂତି ,ଆଲ୍-ଟି ଦେମୁଁ ଭାଲୁ ।
ରେ ଫଗୁନ୍ ପୁନିର୍ ଜଁନ୍ (2)
ଫୁଲ୍ କେ ଭଁମର୍ ଜନ୍ କେ କଈଁ
ରେ ଧାଁଙ୍ଗରା ଧାଙ୍ଗିରି ସଂଗ୍ ।....(6)
ଗଡ୍ ର୍ ଗଡ୍ ଅସୁର୍ ଗଡ୍
ଡଁଗଂର୍ ପର୍ବତ୍ ବଡ୍ ନୁ ବଡ୍
ମୁଡି ଲମେଇଛେ ଠାଟି
ସୁନାର୍ ପଥର୍ ପାଇବୁ ତୁଇ ନିୟମ୍ ଗିରିର୍ ଘାଟି।
ରେ ଅସାର୍ ମାସର୍ ଝରି (2)
ଆରୁ ଚଷା ପିଲା ହଲ୍ ଢିଲୁ ଥିସି
ମେଛା ମୁଡି ମୁଡି ।....(8)
ଠୁକ୍-ଲା ଥରେ ମରଡି ମସାନ୍
ଡୁଲି ଫାଟ୍ ଫାଟ୍ ହେଲା ଠାନ୍ ଠାନ୍
ଘେଁସ୍ ରି ଗନୁ ପର୍ ଛା
ମେଛା ମୁଡି ମୁଡି ।....(8)
ଠୁକ୍-ଲା ଥରେ ମରଡି ମସାନ୍
ଡୁଲି ଫାଟ୍ ଫାଟ୍ ହେଲା ଠାନ୍ ଠାନ୍
ଘେଁସ୍ ରି ଗନୁ ପର୍ ଛା
ଏବେ କରୁଛେ କଲାହାଣିଁଆ ଧାନ୍ ଚଉଲର୍ ବର୍ଷା ।
(ରେ)ଆମର୍ ମାଟିର୍ କଲା (2)
ଆମର୍ ନାଚ୍ ଆମର୍ ଗୀତ୍
ଦେଶ୍ ଥି ନାଁ କଲା ।....(9)
(ରେ)ଆମର୍ ମାଟିର୍ କଲା (2)
ଆମର୍ ନାଚ୍ ଆମର୍ ଗୀତ୍
ଦେଶ୍ ଥି ନାଁ କଲା ।....(9)
କତେ ଥର୍ ଆର୍ ଡରାତା ମକାର୍
କେତେ ଡରାତେ ସାହୁ - ସାଁକାର୍
ଡିଙ୍ଗ୍ ନାଇଁ ମାରୁଁ ପୁତେ ,
ଦେଖେଇ ଦେଲା ଚଷା ପିଲାର୍ ଚୁଥଲର୍ ଦମ୍ କେତେ।
ନାଇଁ ହଉଁ ତରା ତରା (2)
ପରାଣ୍ ଗଲା ବି ଭିକ୍ ନାଇଁ ମାଗି
ବାଘ୍ ନାଇଁ ଖାଏ ଚରା । ....(10)
କଲାହାଣିଆ ଭେଣିଆ ଟୁରା
ଗିତ୍ ଗାଏସି ଆଖିର୍ ଠରା
ଧରି ନବ୍ ଗୁଂଜରର୍ ବଲ୍
ଆଏଁଖ୍ ନଚେଇ ସୁନ୍ଦରି ନନି , ହସି ଦିଏ ମଲ୍ ମଲ୍ ।
ତିହାରେ ଇଟା ତିଆର୍
କାକା ବବା ଦଦା ବଡୁ କେ
ମର୍ ନୂଆଖାଇ ଜୁହାର୍ ।....(11)

Jai maa manikewari
ReplyDeleteJai prabhu budharaja
ReplyDeleteJai kala
ReplyDeleteJai maa manikeshwari
ReplyDeleteJai Maa manikeshwari
ReplyDeletejai kalahandi
ReplyDeleteJai maa manikeswari
ReplyDeleteJai maa manikeswari
ReplyDeleteJay maa jaden
ReplyDelete